କ୍ୟାପିଟାଲ ହସ୍ପିଟାଲର ଦୟନୀୟ ସ୍ଥିତି : ବାରଣ୍ଡାରେ ୬ ଘଣ୍ଟା ଛଟପଟ ହେଲା କୋମଳମତି ଶିଶୁ

ରାତି ୨ଟାରେ ଶିଶୁକନ୍ୟା ତଣ୍ଟିରୁ ବାହାରିଲା ଲୁହା ପିନ୍‌ ଭୁବନେଶ୍ୱର: ତଣ୍ଟିରେ ଲୁହା ପିନ୍‌ ଲାଗି ଯାଇଥିବା ୧୦ ମାସର ଶିଶୁକନ୍ୟାଟି ଯନ୍ତ୍ରଣାରେ ଛଟପଟ ହେଉଥିଲା। ମାତ୍ର ଡାକ୍ତରଙ୍କ ମନରେ ଟିକିଏ ବି ଦୟା ହେଲା ନାହିଁ। ଗରିବ ବାପାମା’ ଯେତେ ନେହୁରା ହେଲେ ମଧ୍ୟ ନିର୍ଦ୍ଦୟ ଡାକ୍ତର କିଛି କଲେ ନାହିଁ। ଏକ୍‌ସ-ରେ କଲେ ଯାଇ ସେ କିଛି କରିବେ ବୋଲି କହି ଶିଶୁଟିର ଚିକିତ୍ସାକୁ ଜାଣିଶୁଣି ଏଡ଼ାଇ … Continue reading କ୍ୟାପିଟାଲ ହସ୍ପିଟାଲର ଦୟନୀୟ ସ୍ଥିତି : ବାରଣ୍ଡାରେ ୬ ଘଣ୍ଟା ଛଟପଟ ହେଲା କୋମଳମତି ଶିଶୁ